Home 2020
Yearly Archives: 2020
ଭିନ୍ନକ୍ଷମଙ୍କୁ “ସ୍ୱାଭିମାନ” ଯୋଜନାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ବୁଧବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜଣେ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ “ସ୍ୱାଭିମାନ” ଯୋଜନାରେ...
ବିହାରବାସୀ ପୁଣି ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ୍ ସରକାରକୁ ନିଶ୍ଚିତ ସମର୍ଥନ କରିବେ – ଧର୍ମେନ୍ଦ୍ର ପ୍ରଧାନ
ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
- ପାକିସ୍ତାନର ଭାଷା କହୁଛନ୍ତି କଂଗ୍ରେସ ନେତା
- ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପଚାର
- ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ
- ମୋଦିଙ୍କ ଶାସନ କାଳରେ ଦେଶର...
ସ୍ୱାଭିମାନ ଅଳରେ ଲାଲବାହିନୀର ଲାଲ ତାଣ୍ଡବ: ପୁଲିସ ଇନଫରର୍ମର ସନ୍ଦେହରେ ତିନିଜଣଙ୍କୁ ଅପହରଣ କରି ନିସ୍ତୁକମାଡ ମାରି ଜଣଙ୍କୁ...
ମାଲକାନଗିରି, ୨୧/୧୦ (ଓଡ଼ିଆ ପୁଅ) କିଛି ଦିନ ନିରବତା ପରେ ପୁଣି ସ୍ବାଭିମାନ ଅଳରେ ମାତିଛନ୍ତି ମାଓବାଦୀ। ମାଲକାନଗିର ଜିଲ୍ଲା ସ୍ଵାଭିମାନ ଅଳର ଜୋଡାମ୍ବ ଥାନାସ୍ଥ ଖଜୁରିଗୁଡା ଗ୍ରାମରେ ଲାଲବାହିନୀ ଲାଲ ତାଣ୍ଡବ...
ଯୋଡା ଆହାର କେନ୍ଦ୍ରରୁ ତାଲା ଭାଙ୍ଗି ୨ଟି ଏଲସିଡି ଟିଭି ଚୋରି
ଯୋଡା - ୨୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଆହାର କେନ୍ଦ୍ରରୁ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ...
ଅନିଶ୍ଚିତତା ମଧ୍ୟରେ ଚରମ୍ପା ଫ୍ଲାଏ ଓଭର ଆପ୍ରୋଚ ରୋଡ଼, ଜମି ଅଧିଗ୍ରହଣ ପାଖରେ ଅଟକିଛି ନିର୍ମାଣ କାର୍ଯ୍ୟ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ବର୍ଷ ଧରି ଉତ୍କଟ ଟ୍ରାଫିକ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି ଭଦ୍ରକ ଚରମ୍ପାବାସୀ । ଚରମ୍ପା ଅଞ୍ଚଳର ୪ଟି ପୌର...
ମତୋ ଫାଣ୍ଡିରେ ପୁଲିସ୍ ସହୀଦ ଦିବସ ପାଳିତ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ମତୋ ଫାଣ୍ଡି ଠାରେ ୰ ରାଜୀବ ଲୋଚନ ବେହେରାଙ୍କ ସହୀଦ ଦିବସ ପାଳିତ ହୋଇଛି । ଏଠାରେ ସୂଚନାଯୋଗ୍ୟ...
ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଲିସ ସମାଜର ରକ୍ଷକ । ସେମାନେ ନିଜକୁ ସମାଜ ପାଇଁ ଉତ୍ସର୍ଗୀକୃତ । ସେବା ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ...
କୋଇଲା ବୋଝେଇ ଅଟୋ ଜବତ, ପୁଲିସ୍କୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୋରାରେ କୋଇଲା ଚାଲାଣ ହେଉଥିବାବେଳେ ପୁଲିସ୍କୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର । କେବଳ କୋଇଲା ବୋଝେଇ ଅଟୋକୁ ଜବତ କଲା...
ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରସଙ୍ଗ , ଫେରାର ଅନ୍ୟ ୨ ଅଭିଯୁକ୍ତ ଗିରଫ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଦ ଜବତ କରିଥିବା ଅବକାରୀ ପୁଲିସ୍କୁ ମଦ ମାଫିଆଙ୍କର ପ୍ରାୟ ୧୫/୨୦ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାଡ ମାରି...
ଆଜି ଭଦ୍ରକରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାରୁ ଆଜି ୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୬ ହୋଇଛି ।...
ଚଳିତ ଉପନିର୍ବାଚନରେ ବିଜୁ ଜନତା ଦଳର ଆଦର୍ଶ ଆଚରଣ ବିଧି ଉଲଂଘନ – କଂଗ୍ରେସ
ଭୁବନେଶ୍ୱର ୨୧-୧୦ (ଓଡ଼ିଆ ପୁଅ) – ଚଳିତ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଖୋଲା ଖୋଲି ଭାବରେ ଆଦର୍ଶ ଆଚରଣ ବିଧିର ଉଲ୍ଲଘନ କରାଯାଉଛି। ଆଜି ପ୍ରଦେଶ...
ନାଇପର ପରୀକ୍ଷାରେ ଅନନ୍ୟା କୁମାରୀ ଆୟଚଙ୍କ ସଫଳତା
ହାଟଡ଼ିହି, ୨୧ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ସର୍ବଭାରତୀୟ ସ୍ଥରରେ ଏନ.ଆଇ.ପି.ଇ.ଆର ପ୍ରବେଶିକା ପରୀକ୍ଷାରେ ହାଟଡିହି ବ୍ଲକର ଅନନ୍ୟା କୁମାରୀ ଆୟଚ ସଫଳତାର ସହ କୃତ୍ତିତ୍ୱ ଅର୍ଜନ କରିଛନ୍ତି । ସୋସୋ...
ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଡଃ ଏ ଚେଲାକୁମାର
ଭୁବନେଶ୍ୱର ୨୧-୧୦ (ଓଡ଼ିଆ ପୁଅ) – ଆଜି ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ...
ସଦଗୁରୁଦେବଙ୍କ ମହାପ୍ରୟାଣରେ ସାଧୁମେଳା
ହାଟଡ଼ିହି, ୨୧ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣିଆଜୋଡି ଗ୍ରାମର ନିରାକାର ବ୍ରହ୍ମ ଆଶ୍ରମର ଗୁରୁଦେବ ଶ୍ରୀମଦ ସ୍ୱାମୀ ବୃନ୍ଦାବନ ଦାସ ଶର୍ମାଙ୍କର ମୟାପ୍ରୟାଣରେ ସାଧୁ ବୈଷ୍ଣବ...
‘ଓଡିଶା ମୋ ପରିବାର’ପକ୍ଷରୁ ଶାଳଣିଆଁରେ ରକ୍ତଦାନ ଶିବିର, ୧୩୯ୟୁନିଟ ରକ୍ତ ସଂଗୃହୀତ
ହାଟଡ଼ିହି, ୨୧ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ଓଡିଶା ମୋ ପରିବାର ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶାଳଣିଆଁ ଠାରେ ବିଧାୟକ ଭାଗିରଥି ସେଠୀଙ୍କ ସଂଯୋଜନାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ଜାତୀୟ ଶିକ୍ଷାନୀତି- ୨୦୨୦କୁ ନାକଚ କରାଯିବା ସହ ତାହାର ସଂଶୋଧନ...
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦କୁ ନାକଚ କରାଯିବା ସହ ତାହାର ଅମୁଳଚୁଳ ପରିବର୍ତ୍ତନ କରାଯିବାକୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ...
କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଡିଭିଜନାଲ ଶ୍ରମ କମିଶନରଙ୍କୁ ଦାବିପତ୍ର...
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) - କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଡିଭିଜନାଲ ଶ୍ରମ କମିଶନରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସହ ସମ୍ପାଦକ ନଳିନୀକାନ୍ତ...
ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’
ସୁନ୍ଦରଗଡ଼, ୨୧ ଅକ୍ଟୋବର (ଓଡ଼ିଆ ପୁଅ) : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର...
ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ – ୨୦ ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ
ନୂଆ ଦିଲ୍ଲୀ ୨୧ ଅକ୍ଟୋବର (ଓଡ଼ିଆ ପୁଅ) ରାଜସ୍ଥାନ ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଦୂର...
ପକେଟ ଖାଲି କରୁଛି ପରିବା ଦର – ଆକାଶ ଛୁଆଁ
ନୂଆଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) : ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ବଜାରରେ ପରିବା ଦରରେ ମହଁଗା ଲୋକଙ୍କୁ କନ୍ଦାଇଲାଣି। ପନିପରିବାର ମୂଲ୍ୟ ଆକାଶଛୁଆଁ ହେଉଛି। ଦେଶର ବିଭିନ୍ନ ସ୍ଥାନରେ ଅସମୟ...




