Home Top News ୭୫ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ ଲୋକଙ୍କୁ ମିଳିଲା ଆଶ୍ୱସ୍ତି: ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ...

୭୫ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ ଲୋକଙ୍କୁ ମିଳିଲା ଆଶ୍ୱସ୍ତି: ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ

105

ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ସାଧାରଣ ବଜେଟ୍ ୨୦୨୧ ଉପସ୍ଥାପନ କରୁଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ଛାଡ ହୋଇଛି। ଅର୍ଥାତ୍ ୭୫ ବର୍ଷରୁ ଅଧିକ ଲୋକଙ୍କୁ ଟିକସ ଦେବାକୁ ପଡିବ ନାହିଁ। ଅପରପକ୍ଷରେ କହିବାକୁ ଗଲେ ବରିଷ୍ଠ (୭୫ ବର୍ଷରୁ ଉର୍ଦ୍ଧ୍ୱ) ପେନସନଭୋଗୀଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ।

ତେବେ ଅନ୍ୟ ପ୍ରତ୍ୟକ୍ଷ ଟିକସଦାତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତି ପ୍ରଦାନ କରାଯାଇ ନାହିଁ। ଟିକସ ଛାଡ ଦିଆଯିବ ବୋଲି ଆଶା କରାଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.