Home Top News ମୋଦୀଙ୍କୁ ଧନ୍ୟବାଦ, ଏ ଦୌଡ଼ ପ୍ରତିଯୋଗିତାରେ କିଏ ଜିତିଲା ଆପଣ କହିବେ, ଦେଖନ୍ତୁ ଭିଡ଼ିଓ

ମୋଦୀଙ୍କୁ ଧନ୍ୟବାଦ, ଏ ଦୌଡ଼ ପ୍ରତିଯୋଗିତାରେ କିଏ ଜିତିଲା ଆପଣ କହିବେ, ଦେଖନ୍ତୁ ଭିଡ଼ିଓ

84

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ଦିନକୁ ଦିନ ଦରବୃଦ୍ଧି ଲୋକଙ୍କୁ ଅତିଷ୍ଟ କରିଦେଲାଣି। ଏପରିକି ପେଟ୍ରୋଲ ଏବଂ ଡିଜେଲର ଦର ୧୦୦ ପାର କରିଥିବା ବେଳେ ଖାଇବା ତେଲର ଦର ମଧ୍ୟ ଆକାଶଛୁଆଁ ହୋଇଛି। ସବୁଠାରୁ କଷ୍ଟ ଦେଉଛି ଖରାଦିନରେ ସମସ୍ତଙ୍କର ପ୍ରିୟ ଲେମ୍ବୁ।ଲେମ୍ବୁ କିଲୋ ପ୍ରତି ୩୦୦ ରୁ ୪୦୦ ଟଙ୍କା ଦରରେ ବିକେରି ହେଉଥିବା ବେଳେ ଗ୍ୟାସ ଦର ମଧ୍ୟ ଲୋକଙ୍କୁ ଅତିଷ୍ଟ କରିସାରିଲାଣି।

ଇତି ମଧ୍ୟରେ ଏକ ଭିଡ଼ିଓ ଆପଣ ଦେଖନ୍ତୁ ଏବଂ ଦର ବୃଦ୍ଧିର କଷ୍ଟ ଭୁଲିଯାଇ କିଛି ସମୟ ଏଞ୍ଜୟ କରନ୍ତୁ। ଆପଣ ଯାହା କମେଣ୍ଟ ଦେବେ ଦିଅନ୍ତୁ। ଏହି ଭିଡ଼ିଓଟି ସେୟାର କରିଛନ୍ତି, ଜଣାଶୁଣା ନିର୍ଦ୍ଦେଶକ ବିନୋଜ କାପ୍ରି। ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.