Home କେନ୍ଦୁଝର ମୁଗୁପୁର ସମାଚାର ଓ ଜନସେବକ ଫାଉଣ୍ଡେସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ

ମୁଗୁପୁର ସମାଚାର ଓ ଜନସେବକ ଫାଉଣ୍ଡେସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ

97

ହାଟଡିହି-୨୬/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ମୁଗୁପୁର ସମାଚାର ଓ ଜନସେବକ ଫାଉଣ୍ଡେସନ ପକ୍ଷରୁ ହାଟଡିହି ବ୍ଲକର ମୁଗୁପୁର ବଜାରର ଦୁର୍ଗାମଣ୍ଡପ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏôତରେ ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢ଼ୀ, ସୁରେନ୍ଦ୍ର ସାହୁ, ସୁକାନ୍ତ ରାଉତ, ଧ୍ୟାନ ରଞ୍ଜନ ଦାଶ, ଅଭିମନ୍ୟୁ ବିଶ୍ୱାଳ, ବିଶ୍ୱଜିତ ଦାଶ, ମାନସ ନାୟକ, ସୁମନ୍ତ ଦାସ, ପ୍ରଶାନ୍ତ ସାହୁ, ବିଜୟ ଜେନା, ଶରତ ଜେନା ଓ ମୁଗୁପୁର ଅଞ୍ଚଳର ଯୁବ ଦେଶପ୍ରେମୀ ମାନେ ଯୋଗଦେଇ ସହିଦ ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦେବାସହିତ କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.