Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚେନ୍ ଲାଇଟ୍ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ

ଭଦ୍ରକରେ ଚେନ୍ ଲାଇଟ୍ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ

25

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ଏକ ସ୍ମାର୍ଟସିଟିରେ ପରିଣତ କରିବା ମୋର ଲକ୍ଷ୍ୟ । ଏ ଦିଗରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ମିଳିଲେ ଏହା ରାଜ୍ୟରେ ୧ ନମ୍ବର ବିକଶିତ ସହରରେ ପରିଣତ ହେବ ବୋଲି ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଅପର୍ତ୍ତିବିନ୍ଧା ଛକଠାରେ ଚେନ୍ ଲାଇଟ୍‌କୁ ଉଦ୍‌ଘାଟନ କରିବା ଅବସରରେ ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ବାପୁ ମହାନ୍ତି, ରାକେଶ ପଣ୍ଡା, ସୁଜିତ୍ ନାୟକ, ସୁକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.