Home ଓଡ଼ିଶା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାଧାପ୍ରାପ୍ତ ହେବ ବିମାନ ଚଳାଚଳ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାଧାପ୍ରାପ୍ତ ହେବ ବିମାନ ଚଳାଚଳ

76

ଭୁବନେଶ୍ଵର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ୮ ମାସ ପର୍ଯ୍ୟନ୍ତ ବିମାନ ଚଳାଚଳ ପ୍ରଭାବିତ ହେବ ବୋଲି ସୂଚନା ମିଳିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍‌-ୱେ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନଭେମ୍ୱର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତିରେ ଏବଂ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ବିମାନ ଉଡ଼ାଣ ବନ୍ଦ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଡିଜିସିଏକୁ ଅନୁମତି ମଗାଯାଇଛି।

ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.