ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!

ନୂଆଦିଲ୍ଲୀ: କୁହାଯାଏ ପ୍ରେମର କୌଣସି ବୟସ ଏବଂ ସୀମା ନ’ଥାଏ।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି, ତାମିଲନାଡୁ ଅଞ୍ଚଳରେ।ଜଣେ ୭୦ ବର୍ଷର ବୃଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳି ସ୍ୱର୍ଣ୍ଣ ପଦକ ବିଜେତା ପି.ବି ସିନ୍ଧୁଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି।କେବଳ ଏତିକି ନୁହେଁ, ସିନ୍ଧୁଙ୍କୁ ବିବାହ କରିବା ପାଇଁ କଲେକ୍ଟର ଅଫିସରରେ ଯାଇ ଯାଚିକା ପତ୍ର ଦେଇଛନ୍ତି ସଂପୃକ୍ତ ବୃଦ୍ଧ।ବୃଦ୍ଧ ଜଣଙ୍କ ହେଲେ ତାମିଲନାଡୁର ରାମନାଥ ପୁରମ ଅଞ୍ଚଳର ମାଲାୟସାମୀ।ସିନ୍ଧୁଙ୍କୁ ବିବାହ କରିବା ପାଇଁ କଲେକ୍ଟର ଅଫିସରେ … Continue reading ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!