Home ଓଡ଼ିଶା NRC ଦ୍ବାରା ହଇରାଣ ହେଉଛନ୍ତି କିନ୍ନର

NRC ଦ୍ବାରା ହଇରାଣ ହେଉଛନ୍ତି କିନ୍ନର

163

ନୂଆଦିଲ୍ଲୀ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଦେଶର ପ୍ରଥମ କିନ୍ନର ଜଜ୍ ସ୍ୱାତି ବିଧାନ ବରୁଆ ନ୍ୟାସନାଲ ସିଟିଜେନ ରେଜିଷ୍ଟର(ଏନ୍‌ଆର୍‌ସି) ମାମଲାରେ କିନ୍ନରଙ୍କ ସ୍ୱର ହୋଇ ଆଗକୁ ଆସିଛନ୍ତି । ସେ ଏହି ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରି ଏନଆରସି ଯୋଗୁଁ ଅନେକ ସଂଖ୍ୟାରେ କିନ୍ନରମାନେ ହଇରାଣ ହେଉଛନ୍ତି ବୋଲି ଦର୍ଶାଇଛନ୍ତି । ନିଜ ଯାଚିକାରେ ସେ କହିଛନ୍ତି, ଅବଜେକଶନ ଆପ୍ଲିକେଶନରେ ପୁରୁଷ ଅଥବା ମହିଳାଙ୍କ ବିକଳ୍ପ ଉପଲବ୍ଧ ଥିଲା । ଏହି ଆପ୍ଲିକେଶନରେ ଲିଙ୍ଗର ଚୟନ କରାଯିବା ପାଇଁ ଅନ୍ୟର ବିକଳ୍ପକୁ ସାମିଲ କରାଯାଇନଥିଲା । ଯାହା ଦ୍ୱାରା କିନ୍ନର ସଂପ୍ରଦାୟଙ୍କୁ ପୁରୁଷ କିମ୍ବା ମହିଳାଙ୍କ ବିକଳ୍ପ ଚୟନ କରିବାକୁ ବାଧ୍ୟ ହେବାକୁ ପଡ଼ିଲା।

୧୮ ସେପ୍ଟେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.