Home ଓଡ଼ିଶା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ଆଇ ପାଇଁ ପ୍ରସ୍ତୁତ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ଆଇ ପାଇଁ ପ୍ରସ୍ତୁତ

672

ନୂଆଦିଲ୍ଲୀ,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଧର୍ମଶାଳାରେ ପ୍ରଥମ ଟି-୨୦ଆଇ ମ୍ୟାଚ୍ ବର୍ଷା ଯୋଗୁଁ ବନ୍ଦ ହେବାପରେ, ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ମୋହାଲିରେ ଦ୍ୱିତୀୟ ଟି-୨୦ଆଇ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ମ୍ୟାଚ ବୁଧବାର ରାତି ୭ଟାରେ ଆରମ୍ଭ ହେବ । ତିନି ମ୍ୟାଚ ଶୃଙ୍ଖଳାର, ଦ୍ୱିତୀୟ ମ୍ୟାଚ ଉଭୟ ଟିମ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ବର୍ଷା ଯୋଗୁଁ ପ୍ରଥମ ଟି-୨୦ଆଇ ଖେଳାଯାଇପାରି ନଥିଲା । ପ୍ରବଳ ବର୍ଷା ଜାରି ରହିବାରୁ ମ୍ୟାଚ ବିଲକୁଲ୍ ଆରମ୍ଭ ହୋଇପାରିନଥିଲା।

ସିନ୍ଧୁଙ୍କୁ ବାହା ହେବାକୁ ଦାବି କଲେ ୭୦ ବର୍ଷର ବୃଦ୍ଧ: କହିଲେ, ନ’ହଲେ ଉଠାଇ ନେବି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.