Home ଓଡ଼ିଶା ବାର୍ଡ ଫ୍ଲୁ ସୂଚନା ଦେବା ପାଇଁ ଜାରି ହେଲା ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ନମ୍ବର

ବାର୍ଡ ଫ୍ଲୁ ସୂଚନା ଦେବା ପାଇଁ ଜାରି ହେଲା ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ନମ୍ବର

79

ଭୁବନେଶ୍ୱର ୭-୧ (ଓଡ଼ିଆ ପୁଅ) : ଯଦିଓ ଓଡ଼ିଶାରେ ଏ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ ତେବେ ଅନ୍ୟ କେତେକ ରାଜ୍ୟରେ ଏହି ସାମ୍ଭାବ୍ୟ ଭୟକୁ ଆଖି ଆଗରେ ରଖି ରାଜ୍ୟ ସରକାର ସୂଚନା ଦେବା ପାଇଁ ରାଜ୍ୟ ବାସୀଙ୍କୁ ନିବେଦନ କରିଛନ୍ତି। ଏ ନେଇ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ଅଥବା ଅସାଧାରଣ ମୃତ୍ୟୁ ହେଲେ ସୂଚନା ଦେବାକୁ କୁହାଯାଇଛି। ତେବେ ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ ନମ୍ବର ଜାରି କରିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ। କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ଜଣାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.