Home ଓଡ଼ିଶା ନୟାଗଡ଼: ଢେଙ୍କେଣା ପଂଚାୟତ ୪ଦିନିଆ ସଟ୍‌ଡାଉନ

ନୟାଗଡ଼: ଢେଙ୍କେଣା ପଂଚାୟତ ୪ଦିନିଆ ସଟ୍‌ଡାଉନ

74

ନୟାଗଡ଼, ୨୩ା୮(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକର ଢେଙ୍କେଣା ପଂଚାୟତର ବଳଭଦ୍ରପୁର ଗ୍ରାମରୁ ୬୬ଜଣ ଓ ନିମ୍ବପାଟଣା ସାହିରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଂଚ ରଂଜୁଲତା ଦେଇ ପଂଚାୟତର ବଳଭଦ୍ରପୁର ଓ ନିମ୍ବପାଟଣା ସାହିକୁ ୪ ଦିନିଆ ସଟ୍‌ଡାଉନ କରିଛନ୍ତି। ଏହି ଗ୍ରାମ ଆଜିଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ କେହି ଘରୁ ନବାହାରିବା ପାଇଁ ସରପଂଚ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.