Home ଓଡ଼ିଶା ଦୋକାନ ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ

ଦୋକାନ ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ

130

ଭୁବନେଶ୍ଵର,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ଗଛ ପଡ଼ି ଭାଙ୍ଗିଲା ଦୋକାନ ଘର । ଗୋପ ଦେଵୀ ବଜାର ନିକଟ ରାସ୍ତା କଡ଼ରେ ଥିବା ଏକ ବିଶାଳ ଗଛ ଭାଙ୍ଗି ଯିବାରୁ ୫ଟି ଦୋକାନ ଘର ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ତେବ ଘଟଣାସ୍ଥଳରେ ୨୦ରୁ ଉର୍ଦ୍ଧ୍ୱ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବରପାଇ ଗୋପ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ୟାବିନ ଉପରେ ପଡିଥିବା ଗଛକୁ କାଟିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.