Home ଓଡ଼ିଶା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି ଓ ରାମନାଥ କୋବିନ୍ଦ

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି ଓ ରାମନାଥ କୋବିନ୍ଦ

284

ନୂଆଦିଲ୍ଲୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଏବେ ସାହା ଦେଶରେ ପାର୍ବଣର ଋତୁ ଚାଲିଥିବା ବେଳେ ଦେଶବାସୀଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଟ୍ବିଟ କରି ମୋଦି ଓ ରାମନାଥ କୋବିନ୍ଦ ଏହା ଜଣାଇଛନ୍ତି । ଏହାସହ ମୋଦି ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ କାମନା କରିଛନ୍ତି । ଏହି ଦିନ ସମସ୍ତଙ୍କ ପାଇଁ ଭଲରେ ଯାଉ ବୋଲି ମୋଦି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.