Home ଓଡ଼ିଶା ଅସ୍ତରଙ୍ଗ ରେ ବାପ ଓ ପୁଅକୁ ଛୁରାମାଡ, ପୁଅର ମୃତ୍ୟୁ

ଅସ୍ତରଙ୍ଗ ରେ ବାପ ଓ ପୁଅକୁ ଛୁରାମାଡ, ପୁଅର ମୃତ୍ୟୁ

114

ପୁରୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ହୋଇଛି ଛୁରାମାଡ । ଅସ୍ତରଙ୍ଗ ଅଳ ସାହି ରେ  ଘଟଣାବାପ ବାପ ପୁଅଙ୍କୁ ଛୁରାମାଡ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ, ଏକ ବଚସାରୁ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.