Home ଓଡ଼ିଶା ଆନନ୍ଦ ବଜାରର ଫଟୋ ହେଲା ଭାଇରାଲ

ଆନନ୍ଦ ବଜାରର ଫଟୋ ହେଲା ଭାଇରାଲ

253

ପୁରୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ର ଭିତର ଫଟୋ । ବାରମ୍ବାର ଏହି ଘଟଣା ଘଟୁଥିଲେ ମଧ୍ୟ ଏନେଇ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ତେବେ କିଛି ଭକ୍ତ ମନ୍ଦିର ଭିତର ଆନନ୍ଦ ବଜାରରେ ଖାଉଥିବା ର ଫଟୋ ଉଠାଇ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଏନେଇ କିଛି କଟକଣା ନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.