Home ଜିଲ୍ଲା ପରିକ୍ରମା ଜୀବନ ବିନ୍ଦୁର ଜିଲା ସଂଯୋଜକ ହେଲେ ଗୁରୁ ପ୍ରସାଦ ଜେନା

ଜୀବନ ବିନ୍ଦୁର ଜିଲା ସଂଯୋଜକ ହେଲେ ଗୁରୁ ପ୍ରସାଦ ଜେନା

68

ନୟାଗଡ଼.୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ହେଲେ ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନା  । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସବୁ ଜିଲା ପାଇଁ  ଜିଲା ସଂଯୋଜକ ଚୟନ କରାଯାଇଥିବା ପରିପ୍ରେକ୍ଷିରେ ନୟାଗଡ଼ ଜିଲା ପାଇଁ ଶ୍ରୀ ଜେନାଙ୍କୁ  ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ ରଣପୁରର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଜୀବନବିନ୍ଦୁ କାର୍ଯ୍ୟକ୍ରମର  ଜିଲା ସଂଯୋଜକ ଭାବରେ  ଦାୟିତ୍ୱ ତୁଲାଉଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.