Home ଓଡ଼ିଶା ଜିଲ୍ଲାବାହାରୁ ଫେରିଲେ ୧୪ଦିନ ସଙ୍ଗରୋଧ ବାଧ୍ୟ,ସରକାରି କର୍ମଚାରୀ ମାନଙ୍କ ସଙ୍ଗରୋଧ ଅବଧିକୁ ବ୍ୟକ୍ତିଗତ ଛୁଟିଭାବେ ଗ୍ରହଣ...

ଜିଲ୍ଲାବାହାରୁ ଫେରିଲେ ୧୪ଦିନ ସଙ୍ଗରୋଧ ବାଧ୍ୟ,ସରକାରି କର୍ମଚାରୀ ମାନଙ୍କ ସଙ୍ଗରୋଧ ଅବଧିକୁ ବ୍ୟକ୍ତିଗତ ଛୁଟିଭାବେ ଗ୍ରହଣ କରରାଯିବ ।

285

ମାଲକାନଗିରି,୭ା୮ (ଓଡିଆ ପୁଅ )ସମଗ୍ର ରାଜ୍ୟରେ କରୋନା ମାହାମାରି ବ୍ୟାପିବାରେ ଲାଗିଛିି, ସେଥିରୁ ବାଦପଡିନାହିଁ ମାଲକାନଗିରି ଜିଲ୍ଲା,ଇତିମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୯ ରେ ପହଁଚିଲାଣି । କରୋନା ମହାମାରିରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କୌଣସି ସରକାରି କର୍ମଚାରୀ ଜିଲ୍ଲାମୁଖ୍ୟାଳୟ ଛାଡିଲେ ଜିଲ୍ଲାପାଳଙ୍କ ଅନୁମତି ନେବା ବାଧ୍ୟତା ମୁଳକ,ଛୁଟିରେ ସେହିକର୍ମଚାରୀ ମାନେ ଘରୁ ଫେରିଲାପରେ ୧୪ଦିନ ସଂଗରୋଧରେ ରହିବେ । ଏହି୧୪ଦିନ ସଂଗରୋଧ ଅବଧିକୁ ସରକାରି ଛୁଟିଭାବେ ଗ୍ରହଣ କରନାଯାଇ ସେମାନଙ୍କ ବ୍ୟକ୍ତିଗତ ଛୁଟିଭାବେ ଗ୍ରହଣ କରା ଯିବ ବୋଲି ଜିଲ୍ଲାପାଳ ସମସ୍ତ ସରକାରି କର୍ମଚାରୀ ମାନଙ୍କୁ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.