Home ଜିଲ୍ଲା ପରିକ୍ରମା ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ମତ୍ସଜୀବୀ ଓ ଜନ ସାଧାଣଣଙ୍କୁ ସମୁଦ୍ର ବାରଣ

ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ମତ୍ସଜୀବୀ ଓ ଜନ ସାଧାଣଣଙ୍କୁ ସମୁଦ୍ର ବାରଣ

59

ବାହାନଗା,୨୦ା୧୨(ଓଡ଼ିଆ ପୁଅ / ଭାରତୀ ଦାସ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଓ ରେମୁଣା ବ୍ଲକର ପଞ୍ଚୁବିଶା ମୁହାଣ, ଗଦେଇସାଗର ମତ୍ସ ଅବତରଣ କେନ୍ଦ୍ର ଓ ଜାମୁକା ମୁହାଣର ସମସ୍ତ ଯେ କୌଣସି ମତ୍ସଜୀବୀ ଓ ସାଧାରଣ ଜନସାଧାରଣ ମାନଙ୍କୁ ମତ୍ସବିଭାଗ ଓଡ଼ିଶା ତରଫରୁ ସୂଚଦନା ଦିଆ ଯାଇଛି ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଧରି ସମୁଦ୍ରକୁ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ଯିବେ ନାହିଁ । ଧନ ଜୀବନ ସୁରକ୍ଷା ପାଇଁ ଏହାକୁ ପାଳନ ନିମନ୍ତ ନିୟମ ପ୍ରଣୟନ କରା ଯାଇଛି । ଏହାକୁ ଯଦି ନ ମାନି କୌଣସି ବ୍ୟକ୍ତି ବ୍ୟତିକ୍ରମ କରେ ତା ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବିଭାଗ ତରଫରୁ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.