Home ଜିଲ୍ଲା ପରିକ୍ରମା ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ପରିଚଳନା ଅନୁଧ୍ୟାନ କଲେ ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ

ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ପରିଚଳନା ଅନୁଧ୍ୟାନ କଲେ ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ

21

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ଆଉଟଡୋର ରୋଗୀ ସେବା, ଲ୍ୟାବ, ଲେବରରୁମ, ଡି.ସି.ସି. ୱାର୍ଡର ପରିଚାଳନା ଓ ରୋଗୀ ସେବା କାର୍ଯ୍ୟ ଶୁକ୍ରବାର ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ମହାରଣା । ସ୍ଥାନୀୟ ମେଡିକାଲ ଅଫିସର ଡାକ୍ତର କମଳାକାନ୍ତ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି, ଫାର୍ମାଶିଷ୍ଟ ପଙ୍କଜ କୁମାର ବେହେରା, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ ପ୍ରମୁଖ ଡାକ୍ତର ଶ୍ରୀ ମହାରଣାଙ୍କୁ ଅନୁଧ୍ୟାନ କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.