Home କେନ୍ଦ୍ରାପଡ଼ା ଖୁଡି ଓ ଭାଉଜଙ୍କୁ ମାଡମାରି ଯୁବକ ଗିରଫ

ଖୁଡି ଓ ଭାଉଜଙ୍କୁ ମାଡମାରି ଯୁବକ ଗିରଫ

23

କେନ୍ଦ୍ରାପଡା, ୨୮/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ରଣପଡା ଗ୍ରାମର ଜନୈକ ଯୁବକ ସଂପର୍କିୟ ମହିଳାଙ୍କୁ ମାଡମାରି ଗିରଫ ହୋଇଥିବା ଜଣାପଡିଛି। ରଣପଡା ଗ୍ରାମର ସେକ ସିଦିକଙ୍କ ପୁଅ ସେକ ସମତ ତାବରେଜ ତାଙ୍କ ଖୁଡି ଏବଂ ଦାଦାପୁଅ ଭାଇ ସେକ ଆକବର ହୁସେନଙ୍କ ପତ୍ନୀଙ୍କୁ ମାଡମାରି ମୁଣ୍ଡ ଫଟାଇଦେଇଥିବା ନେଇ ଆକବରଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ କେଶ ନମ୍ବର ୩୩/୨୦୨୧ ରେ ଆଇପିସିର ଧାରା ୩୦୭ରେ ଏକ ମାମଲା ରୁଜୁ ହୋଇଥିଲା। ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଅଭିଯୁକ୍ତ ସେକ ସମତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.