Home ଓଡ଼ିଶା କୂୂୂଅ ଭିତରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

କୂୂୂଅ ଭିତରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

179

ପାଟଣା ୨୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କୁଚିଲାପଡା ଗ୍ରାମର ନିକଟରୁ ଏକ କୂଅ ରୁ ଯୁବକଙ୍କ ମୃତଦେହ ଉଧାର ହୋଇଛି। କୁଅ ଭିତରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବସୀ ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀ ପହଁଚି କୂଅ ଭିତରକୁ ମୃତ ଦେହ ଉଦ୍ଧାର କରି ମୃତଦେହକୁ ଜବତ କରି୨୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଯୁବକ ହେଲେ ଡେଣୁଆଁ ଗ୍ରାମର ଭାସ୍କର ମୁଣ୍ଡାଙ୍କ ପୁଅ କାଠିଆ ମୁଣ୍ଡା ସେ ଦୁଇ ଦିନ ତଳୁ ଘରୁ ନିଖୋଜ ଥିବା କାଠିଆଙ୍କ ପତ୍ନୀ କୁନି ମୁଣ୍ଡା ଅଭିଯୋଗ କରି କିପରି କୋଉ ପରିସ୍ଥିତିରେ କୂଅ ରେ ପଡି ମୃତ୍ୟୁ ବରଣ କରିଛନ୍ତି ତାହା ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.