Home ଜିଲ୍ଲା ପରିକ୍ରମା କରଞ୍ଜି ସ୍କୁଲକୁ ୨୦ ହଜାର ଟଙ୍କା ଦାନ କଲେ ପୂର୍ବତନ ଛାତ୍ର ଖଗେଶ୍ୱର ଓଝା

କରଞ୍ଜି ସ୍କୁଲକୁ ୨୦ ହଜାର ଟଙ୍କା ଦାନ କଲେ ପୂର୍ବତନ ଛାତ୍ର ଖଗେଶ୍ୱର ଓଝା

53

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କରଞ୍ଜି ପ୍ରାଥମିକ ବିଦ୍ୟାଳୟକୁ ପୁରାତନ ଛାତ୍ର ଖଗେଶ୍ୱର ଓଝା କୋଡିଏ ହଜାର ଟଙ୍କା ମୋ ସ୍କୁଲ ଅଭିଯାନରେ ଦାନ କରିଛନ୍ତି । ଭାରତୀୟ ବାୟୁ ସେନାରେ ବୈଷୟୀକ ଅଧିକାରୀ ଭାବେ କାର୍ଯ୍ୟକାଳ ସମାପ୍ତ ପରେ ଅବସର ଗ୍ରହଣ କରିଛନ୍ତି ଖଗେଶ୍ୱର । ଅବସରକାଳୀନ ଅର୍ଥକୁ ସ୍କୁଲର ବିକାଶ ପାଇଁ କୋଡିଏ ହଜାର ଟଙ୍କା ଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କ ସମେତ ଏବିଇଓ ପୁରୁଷୋତ୍ତମ ଧଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.