Home ଓଡ଼ିଶା ଇଂଲିଶ୍ ଲେକ୍ଚର୍ ଆବଶ୍ୟକ? କଣ୍ଟାକ୍ଟ୍ ଅପରାଜିତା

ଇଂଲିଶ୍ ଲେକ୍ଚର୍ ଆବଶ୍ୟକ? କଣ୍ଟାକ୍ଟ୍ ଅପରାଜିତା

782

ଭୁବନେଶ୍ୱର: କୌଣସି କଲେଜ କିମ୍ବା ସ୍କୁଲ ପାଇଁ କେତେବେଳେ କୌଣସି ଇଂରାଜୀ ବିଭାଗ ପିରିୟଡ଼ ଫ୍ରି- କ୍ଲାସ ନେବାକୁ ହେଲେ ଅପରାଜିତା ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରନ୍ତୁ।ଏଭଳି ଅଫର୍ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଆ କଲେଜର ଏକ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ଅପରାଜିତା ଏହା କହିଛନ୍ତି।ଅପରାଜିତା ଇଂରାଜୀ ସାହିତ୍ୟ ବିଭାଗର ଛାତ୍ରୀ ଥିଲେ।ତେଣୁ, ସେ କୌଣସି ସ୍କୁଲ କିମ୍ବା କଲେଜରେ ଇଂରାଜୀ ବିଭାଗରେ କୌଣସି ପିରିୟଡ଼ ଫ୍ରି- ଲେକ୍ଚର୍ ଦେବାକୁ ଆଗ୍ରହୀ ବୋଲି କହିଛନ୍ତି।ତେଣୁ ଏଥିପାଇଁ କୌଣସି ସ୍କୁଲ କିମ୍ବା କଲେଜ କର୍ତ୍ତୃପକ୍ଷ ଅପରାଜିତାଙ୍କ ସହ ଯୋଗାଯୋଗ କରିପାରନ୍ତି।/-ଦେବଦତ୍ତ ରଥ

ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.