Home ଆନ୍ତର୍ଜାତୀୟ ଇରାନର ରାଜଧାନୀ ତେହରାନ ନିକଟରେ ବିମାନ ଦୁର୍ଘଟଣା : ୧୮୦ ଯାତ୍ରୀ ଥିଲେ

ଇରାନର ରାଜଧାନୀ ତେହରାନ ନିକଟରେ ବିମାନ ଦୁର୍ଘଟଣା : ୧୮୦ ଯାତ୍ରୀ ଥିଲେ

445

ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଇରାନର ରାଜଧାନୀ ତେହରାନରେ ୟୁକ୍ରେନର ଏକ ବିମାନ କ୍ରାସ୍ ହୋଇଯାଇଛି। କୁହାଯାଉଛି କି ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟରଲାଇନ୍ସର ବୋଇଙ୍ଗ ୭୩୭ ରେ ଚାଲକ ଦଳ ସମେତ ୧୮୦ ଯାତ୍ରୀ ଯାତ୍ରା କରୁଥିଲେ। ଇରାନର ଇମାମ ଖୁମୈନୀ ବିମାନ ବନ୍ଦରରେ ଟେକଅଫ ପରେ ଟେକନିକ୍ ଖରାପ କାରଣରୁ ବିମାନ କ୍ରାସ୍ ହୋଇଛି ବୋଲି କୁହାଯାଉଛି। ତେବେ ଅଧିକ ଖବର ପାଇଁ ଅପେକ୍ଷା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.