ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

ଭୁବନେଶ୍ୱର: ଆଇଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଦୁଇଜଣ ରୋଲ୍ ମଡେଲ୍ ଅଛନ୍ତି।ପ୍ରଥମରେ ହେଲେ ସ୍ୱାମୀ ବିବେକାନନ୍ଦ ଏବଂ ଦୂତୀୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ତୃତୀୟରେ କେହି ନାହାଁନ୍ତି।ଏ’ କଥା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ଖୋର୍ଦ୍ଧା ଜିଲ୍ଲା, ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଆ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ଅପରାଜିତା ଏପରି କହିଛନ୍ତି।ଏହା ସହ ଅପରାଜିତା ଛାତ୍ରଛାତ୍ରୀଙ୍କୁ ଅନେକ ଉପଦେଶ ମଧ୍ୟ … Continue reading ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?