ad
ଓଡ଼ିଶା

୧୦.୩୦ ସୁଦ୍ଧା ଏହି ଜିଲ୍ଲା ସାବଧାନ

ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜ୍ୟରେ ମୌସୁମୀ ସକ୍ରିୟ ଓ ଲଘୁଚାପ ସୃଷ୍ଟି କାରଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଆଜି ରାତି ସାଢେ ୧୦ଟା ୩୦ସୁଦ୍ଧା ୧୪ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ- ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିର. ରାୟଗଡା, ଢେଙ୍କାନାଳ, ନବରଙ୍ଗପୁର ଓ ନୂଆପଡା ସାମିଲ ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top