Home ଓଡ଼ିଶା ହୀରାକୁଦରେ ବନ୍ଦ ହେଲା ୨ଟି ଗେଟ

ହୀରାକୁଦରେ ବନ୍ଦ ହେଲା ୨ଟି ଗେଟ

171

ସମ୍ବଲପୁର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ହୀରାକୁଦ ଜଳ ଭଣ୍ତାରର ୨ ଟି ଗେଟ ବନ୍ଦ ହେଲା । କହିବାକୁ ଗଲେ, ଉପର ମୁଣ୍ତରେ ବର୍ଷା ପରିମାଣ କମିଥିବା କାରଣରୁ ଜଳସ୍ତର ହ୍ରାସ ପାଉଛି ।  ଗତକାଲି ୪ ଟି ଗେଟ ଓ ଆଜି ୨ ଟି ଗେଟ ବନ୍ଦ ହୋଇଛି ଏବଂ ଆଜି ସକାଳ ୬ ଟା ସୁଦ୍ଧା ଜଳ ଭଣ୍ତାର ଜଳ ସ୍ତର ୬୨୮.୦୦ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୯୨ ହଜାର ୯୨୮ କ୍ୟୁସେକ ପାଣି ପ୍ରବେଶ କରୁଛି । ତେବେ ବର୍ତ୍ତମାନ ୪ ଟି ଗେଟ ଦେଇ ୯୫ ହଜାର ୮୫୦ କ୍ୟୁସେକ ପାଣି ନିଷ୍କାସିତ ହେଊଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.