Home ଓଡ଼ିଶା ଆସିଲା ହାତୀ ‘ଚନ୍ଦନ’ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ

ଆସିଲା ହାତୀ ‘ଚନ୍ଦନ’ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ

116

ଭୁବନେଶ୍ୱର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ଆସିଲା ପୁରୁଷ ହାତୀ ଚନ୍ଦନର ଶବ ବ୍ୟବଚ୍ଛେଦ ରିପୋର୍ଟ । ଚନ୍ଦନ ହରପିସ୍‌ ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଛି । ସେପଟେ ଅନ୍ୟ ହାତୀଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡ଼ିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୃତ୍ୟୁ ହୋଇଥିବା ଏକ ପୁରୁଷ ହାତୀ ଚନ୍ଦନର ଗତକାଲି ଭୋର ପ୍ରାୟ ୩ଟା ୪୦ରେ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.