Home ଓଡ଼ିଶା ସ୍ମାର୍ଟ୍ ସିଟିରେ ଗଡିବ ଇଲେକ୍ଟ୍ରିକ ବସ

ସ୍ମାର୍ଟ୍ ସିଟିରେ ଗଡିବ ଇଲେକ୍ଟ୍ରିକ ବସ

207

ଭୁବନେଶ୍ଵର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜଧାନୀ ଭୁବନେଶ୍ବରବାସୀନ୍ଦାଙ୍କ ପାଇଁ  ଆସିଛି ଖୁସି ଖବର। ଏବେ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ସ୍ମାର୍ଟ ସିଟିକୁ ମିଳିବାକୁ ଯାଉଛି ୫୦ଟି ଇଲେକ୍ଟ୍ରି ବସ୍ । କେନ୍ଦ୍ର ଭାରି ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି  କରାଯାଇଛି।

କେନ୍ଦ୍ର ସରକାର ମୁଖ୍ୟତଃ ୬୪ଟି ସହରକୁ ପାଖାପାଖି ୫୫୯୫ଟି ଯୋଗାଇ ଦେବାକୁ  ନିଷ୍ପତ୍ତି ନେଇଛନ୍ତି। ଏହି ୬୪ଟି ସହରର ତାଲିକା ମଧ୍ୟରେ ଓଡିଶାର ଭୁବନେଶ୍ବର ରହିଛି। ମହାରାଷ୍ଟ୍ରକୁ ୭୨୫, ଗୁଜରାଟକୁ ୫୫୦ଓ ଆନ୍ଧ୍ରକୁ ୩୦୦ଟି ବସ୍ ମିଳିବ।  ଏହି ବସ୍ ସେବା ଫେମ୍ ଇଣ୍ଡିଆ ଯୋଜନାରେ ସହର ଗୁଡିକ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.