Home ଓଡ଼ିଶା ସ୍ଥଗିତ ରହିଲା ଏହି ଫିଲ୍ମ

ସ୍ଥଗିତ ରହିଲା ଏହି ଫିଲ୍ମ

728

ମୁମ୍ବାଇ,୨୭/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଓ ସୁପରହିଟ୍ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନସାଲ୍ଲା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣକୁ ନେଇ ଦର୍ଶକମାନେ ଖୁବ୍ ଉତ୍ସାହ ଥିଲେ । ଏହି ଫିଲ୍ମ ସଂପର୍କରେ ଘୋଷଣା ହେବା ଦିନଠାରୁ ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏଥିପାଇଁ ଏହି ଫିଲ୍ମ ଚର୍ଚ୍ଚାର ବିଷୟ ହୋଇପାରିଛି, କାରଣ ପ୍ରଥମ ଥର ପାଇଁ ସଲମାନ୍ ଓ ଆଲିଆ ଏକାଠି କାମ କରୁଛନ୍ତି। କିନ୍ତୁ ‘ଇନସାଲ୍ଲ’ ଫିଲ୍ମକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି। ଏହି ସିନେମାର କାମ କିଛି ସମୟଲାଗି ବନ୍ଦ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.