ad
ଆନ୍ତର୍ଜାତୀୟ

ସୋନିଆ ଗାନ୍ଧୀ କଂଗ୍ରେସର ନୂଆ ଅଧ୍ୟକ୍ଷା

ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସବୁପ୍ରତିକ୍ଷାରେ ଅନ୍ତ ଘଟାଇ ଶେଷରେ ସୋନିଆ  ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା । ନୂଆ ସଭାପତି ଚୟନ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦବୀରେ ରହିବେ । ଗତକାଲି ବସିଥିବା କଂଗ୍ରେସ CWC ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଦିନ ସାରା ଚାଲିଥିବା ବୈଠକ ପରେ ରାତିରେ ଅନ୍ତରୀଣ ଅଧ୍ୟକ୍ଷ ନେଇ ସୋନିଆ ଗାନ୍ଧିଙ୍କ ନାଁ ଘୋଷଣା କରାଯାଇଥିଲା । ୧୯୯୮ରୁ ୨୦୧୭ ଯାଏ ସୋନିଆ କଂଗ୍ରେସର ଅଧ୍ୟକ୍ଷ ଥିଲେ । ପୁଣି ଥରେ ୨୦ ମାସ ପରେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ହୋଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top