Home Coronavirus Outbreak ରାଜ୍ୟରେ ଆଜି ପୁଣି ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ

ରାଜ୍ୟରେ ଆଜି ପୁଣି ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ

111

ଭୁବନେଶ୍ୱର ୨୦ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ।

ନୂଆ ଆକ୍ରାନ୍ତ: ୧୦୩୬୮
୦-୧୮ ବର୍ଷର: ୧୦୯୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୦୧୫
– ସ୍ଥାନୀୟ ଅଞ୍ଚଳରୁ୪୩୫୩
୧- ଅନୁଗୁଳ ଜିଲ୍ଲାରୁ – ୧୩୬
୨- ବାଲେଶ୍ୱର ଜିଲ୍ଲାରୁ – ୩୦୪
୩- ବରଗଡ଼ ଜିଲ୍ଲାରୁ – ୧୫୨
୪- ଭଦ୍ରକ ଜିଲ୍ଲାରୁ – ୧୨୯
୫- ବଲାଙ୍ଗୀର ଜିଲ୍ଲାରୁ – ୨୫୩
୬- ବୌଦ୍ଦ ଜିଲ୍ଲାରୁ – ୭୬
୭- କଟକ ଜିଲ୍ଲାରୁ – ୯୪୦
୮- ଦେବଗଡ଼ ଜିଲ୍ଲାରୁ – ୭୮
୯- ଢେଙ୍କାନାଳ ଜିଲ୍ଲାରୁ – ୮୩
୧୦- ଗଜପତି ଜିଲ୍ଲାରୁ – ୧୦୦
୧୧- ଗଞ୍ଜାମ ଜିଲ୍ଲାରୁ – ୮୭
୧୨- ଜଗତସିଂହପୁର ଜିଲ୍ଲାରୁ – ୧୬୫
୧୩- ଯାଜପୁର ଜିଲ୍ଲାରୁ – ୨୯୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୫୭
୧୫- କଳାହାଣ୍ଡି ଜିଲ୍ଲାରୁ – ୧୯୪
୧୬- କନ୍ଧମାଳ ଜିଲ୍ଲାରୁ – ୮୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୬
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୩
୧୯- ଖୋର୍ଦ୍ଧାରୁ : ୩୦୩୬
୨୦- କୋରାପୁଟ ଜିଲ୍ଲାରୁ – ୨୦୨
୨୧- ମାଲକାନଗିରି : ୫୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୫
୨୩- ନବରଙ୍ଗପୁର ଜିଲ୍ଲାରେ: ୧୬୨
୨୪- ନୟାଗଡ଼ ଜିଲ୍ଲାରୁ – ୧୪୯
୨୫- ନୂଆପଡ଼ା ଜିଲ୍ଲାରୁ – ୧୯୬
୨୬- ପୁରୀ ଜିଲ୍ଲାରୁ – ୧୪୦
୨୭- ରାୟଗଡ଼ା ଜିଲ୍ଲାରୁ – ୨୦୮
୨୮- ସମ୍ବଲପୁର ଜିଲ୍ଲାରୁ – ୨୪୭
୨୯- ସୋନପୁର ଜିଲ୍ଲାରୁ – ୧୮୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୦୫
୩୧- State Pool: ୬୬୪
– ନୂଆ ସୁସ୍ଥ ହୋଇଥିଲେ୬୭୮୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୯୧୬୨୯୭
– ମୋଟ ଆକ୍ରାନ୍ତ ୧୧୭୭୪୬୨
– ମୋଟ ସୁସ୍ଛ ହୋଲେଣି ୧୦୮୦୫୬୨
– ସକ୍ରୀୟ ଆକ୍ରାନ୍ତ – ୮୮୩୪୬

ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୫୦୧ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

୧. ଭୁବନେଶ୍ୱରର ୮୪ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୯୬ ବର୍ଷ ବୟସ୍କ ପୁରୁଷ।

୪. ଭୁବନେଶ୍ୱରର ୭୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୫. ଗଞ୍ଜାମ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬. ଖୋର୍ଦ୍ଧା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ସମ୍ବଲପୁର ଜିଲ୍ଲାର ୧୯ ବର୍ଷ ବୟସ୍କ ଯୁବକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.