Home Coronavirus Outbreak ଦେଶରେ ୩ଲକ୍ଷ ପାର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ ନୂଆ ଆକ୍ରାନ୍ତ...

ଦେଶରେ ୩ଲକ୍ଷ ପାର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୧ ମୃତ

88

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୧୭୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୯, ୨୮୭ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି; ଗତକାଲି ଠାରୁ ୩.୬୩% ବୃଦ୍ଧି ହୋଇଛି।

ଦୈନିକ ସକରାତ୍ମକତା ହାର (୧୬.୪୧%)

ସାପ୍ତାହିକ ସକରାତ୍ମକତା ହାର (୧୬.୦୬%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯୨୪୦୫୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୫୮,୦୭,୦୨୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୨୩,୯୯୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୬୯% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୨,୧୮,୭୭୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୯୩୦୫୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୭,୬୯୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୦୩%

ଆରୋଗ୍ୟ ହୋଇଛନ୍ତି ୯୩.୬୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୯, ୬୭, ୫୫, ୮୭୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୩୮, ୫୯୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୦, ୯୩, ୫୬, ୮୩୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୩୫, ୧୮୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୪୩ ୮୩୬୬ ୧୭୬ ୧୨୯
ଆନ୍ଧ୍ରପ୍ରଦେଶ ୪୪୯୩୫ ୨୦୬୭୯୮୪ ୧୨୨୨ ୧୪୫୨୨
ଅରୁଣାଚଳ ପ୍ରଦେଶ ୧୯୩୮ ୫୫୬୦୨ ୧୯୪ ୨୮୨
ଆସାମ ୩୬୫୦୮ ୬୨୭୩୭୨ ୨୭୨୩ ୬୨୪୮ ୧୫
ବିହାର ୩୦୪୮୨ ୭୫୬୬୨୯ ୭୪୫୫ ୧୨୧୫୬ ୧୧
ଚଣ୍ଡିଗଡ଼ ୯୯୬୬ ୭୦୨୧୦ ୧୧୧୨ ୧୦୯୩
ଛତିଶଗଡ ୩୨୦୨୧ ୧୦୨୯୮୨୬ ୫୩୬୪ ୧୩୬୮୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୩୧ ୧୦୮୪୦ ୨୭
ଦିଲ୍ଲୀ ୭୫୨୮୨ ୧୬୪୭୨୨୪ ୧୬୫୮୦ ୨୫୪୬୦ ୩୫
୧୦ ଗୋଆ ୨୨୮୦୭ ୧୯୨୭୨୪ ୩୧୧୯ ୩୫୭୬
୧୧ ଗୁଜୁରାଟ ୯୦୭୨୬ ୮୭୬୧୬୬ ୯୮୨୮ ୧୦୧୮୬ ୧୨
୧୨ ହରିୟାଣା ୫୯୩୬୭ ୮୦୩୮୩୪ ୬୭୬୮ ୧୦୧୩୬ ୧୨
୧୩ ହିମାଚଳ ପ୍ରଦେଶ ୧୪୯୧୮ ୨୩୩୨୧୫ ୧୮୬୧ ୩୯୦୯
୧୪ ଜାମ୍ମୁ କାଶ୍ମୀର ୨୬୨୩୬ ୩୪୧୮୫୪ ୧୨୫୫ ୪୫୭୯
୧୫ ଝାଡଖଣ୍ଡ ୨୭୪୨୨ ୩୮୦୨୯୨ ୩୭୬୯ ୫୨୨୫ ୧୨
୧୬ କର୍ଣ୍ଣାଟକ ୨୬୭୬୭୯ ୩୦୨୩୦୩୪ ୨୩୨୦୯ ୩୮୪୮୬ ୨୧
୧୭ କେରଳ ୧୬୯୧୦୯ ୫୨୪୪୨୦୬ ୮୧୯୩ ୫୧୧୬୦ ୧୩୪
୧୮ ଲଦାଖ ୧୦୨୦ ୨୨୬୪୩ ୧୩୦ ୨୨୨
୧୯ ଲକ୍ଷଦୀପ ୧୮୫ ୧୦୩୮୩ ୫୧
୨୦ ମଧ୍ୟପ୍ରଦେଶ ୪୩୯୭୩ ୭୯୮୧୧୯ ୩୦୬୯ ୧୦୫୫୨
୨୧ ମହାରାଷ୍ଟ୍ର ୨୬୮୪୮୪ ୬୯୧୫୪୦୭ ୪୬୫୯୧ ୧୪୧୯୩୪ ୪୯
୨୨ ମଣିପୁର ୨୦୦୪ ୧୨୪୨୧୨ ୧୪୫ ୨୦୧୫
୨୩ ମେଘାଳୟ ୧୪୪୪ ୮୪୧୩୯ ୧୪୨ ୧୪୯୨
୨୪ ମିଜୋରାମ ୯୦୭୫ ୧୪୬୪୦୩ ୯୧୮ ୫୭୬
୨୫ ନାଗାଲାଣ୍ଡ ୫୧୫ ୩୧୯୪୮ ୫୨ ୭୦୪
୨୬ ଓଡ଼ିଶା ୭୮୦୩୮ ୧୦୮୦୫୬୨ ୬୭୮୫ ୮୪୯୪
୨୭ ପୁଡୁଚେରୀ ୧୧୩୪୪ ୧୨୯୩୧୯ ୮୯୫ ୧୮୯୬
୨୮ ପଞ୍ଜାବ ୪୫୫୦୫ ୬୨୨୩୧୩ ୬୧୬୦ ୧୬୮୪୬ ୨୯
୨୯ ରାଜସ୍ଥାନ ୭୪୫୬୧ ୯୮୬୪୧୨ ୮୨୧୩ ୯୦୩୧ ୧୨
୩୦ ସିକ୍କିମ୍ ୨୩୯୮ ୩୨୯୧୭ ୧୮୬ ୪୧୫
୩୧ ତାମିଲନାଡୁ ୧୭୦୬୬୧ ୨୮୦୬୫୦୧ ୧୭୪୫୬ ୩୭୦୭୩ ୩୫
୩୨ ତେଲେଙ୍ଗାନା ୨୪୨୫୩ ୬୮୯୮୭୮ ୧୭୭୩ ୪୦୬୫
୩୩ ତ୍ରିପୁରା ୭୬୧୯ ୮୬୯୧୪ ୬୦୯ ୮୫୫
୩୪ ଉତ୍ତରାଖଣ୍ଡ ୨୨୯୬୨ ୩୫୧୭୧୫ ୨୦୫୪ ୭୪୫୬
୩୫ ଉତ୍ତରପ୍ରଦେଶ ୯୮୨୩୮ ୧୭୬୦୮୦୦ ୨୦୫୩୨ ୨୨୯୯୦
୩୬ ପଶ୍ଚିମବଙ୍ଗ ୧୫୧୭୦୨ ୧୭୫୭୦୬୬ ୧୫୪୧୮ ୨୦୧୯୩ ୩୮
ମୋଟ ୧୯୨୪୦୫୧ ୩୫୮୦୭୦୨୯ ୨୨୩୯୯୦ ୪୮୭୬୯୩ ୪୯୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.