Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ – ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳନ କରିବେ ଏବଂ କଟକରେ...

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ – ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳନ କରିବେ ଏବଂ କଟକରେ ବିଶ୍ବସ୍ତରୀୟ ବସ୍ ଟର୍ମିନାଲର ଶିଳାନ୍ୟାସ କାର୍ଯ୍ୟକ୍ରମ

22

କଟକ ୨୩-୧ (ଓଡ଼ିଆ ପୁଅ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମ ଜୟନ୍ତୀ। ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଦଦ୍ ବ୍ୟତୀତ କଟକରେ ବିଶ୍ବସ୍ତରୀୟ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟଯେ, ନେତାଜୀଙ୍କ ନାମରେ କଟକ ଖାନନଗରରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲର ନିର୍ମାଣ ହେବାକୁ ଯାଉଛି। ୧୨ ଏକର ଜମିରେ ଏହି ବସ୍ ଟର୍ମିନାଲ ହେବ ଏବଂ ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.