Home Top News ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ପଶ୍ଚିମବଙ୍ଗ ଗସ୍ତ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ...

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଜି ପଶ୍ଚିମବଙ୍ଗ ଗସ୍ତ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ‘ପରାକ୍ରମ ଦିବସ ଉତ୍ସବ’କୁ ସମ୍ବୋଧିତ କରିବେ

32

ନୂଆଦିଲ୍ଲୀ ୨୩ ଜାନୁଆରୀ (ଓଡିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ। ସୂଚନାଯୋଗ୍ୟଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ପିଏମ ମୋଦୀ କୋଲକାତାରେ ପହଞ୍ଚିବେ। ଏହି ଅବସରରେ ସେ ‘ପରାକ୍ରମ ଦିବସ ଉତ୍ସବ’କୁ ସମ୍ବୋଧିତ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଶିବସାଗରରରେ ୧ ଲକ୍ଷ ୬ ହଜାର ଜମି ପଟା / ଆବଣ୍ଟନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.