ad
ଓଡ଼ିଶା

ମଶା ଧୂପରୁ ଲାଗି ଗଲା ନିଆଁ

କଟକ,୨୯/୦୭,(ଓଡ଼ିଆ ପୁଅ ପି ନାଏକ): ମଶା ଧୂପରୁ ଲାଗିଲା ନିଆଁ। ଜୀବନ୍ତ ଦଗ୍ଧ ହୋଇଗଲେ ଗାଇ ଓ ଛେଳି। ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗା ଗାଁର ରବୀନ୍ଦ୍ର ଦାସଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ୧୨ ଗାଈ ଓ ୪ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top