ad
ଆନ୍ତର୍ଜାତୀୟ

ବ୍ରିଟେନ ର ଗୃହ ମନ୍ତ୍ରୀ ହେଲେ ପ୍ରିତୀ ପଟେଲ

ନୂଆଦିଲ୍ଲୀ,୨୫/୭(ଓଡ଼ିଆ ପୁଅ/ଫଙ୍କଜିନୀ ନାୟକ): ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ ଵୋରିସ ଜନସନ ନିଜ କ୍ୟାବିନେଟ ରେ ଭାରତର ପ୍ରିତୀ ପଟେଲ ଙ୍କୁ ଗୃହ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ଓ ପାକିସ୍ତାନ ର ସାଜିଦ ଜାବିଙ୍କୁ ବିତ୍ତ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

ତେବେ ଏହା ପୂର୍ବରୁ ପ୍ରୀତି ଏକ ବିବାଦ ଘେରରେ ଛନ୍ଦି ହୋଇ ଟେରିଜାରେ କ୍ୟାବିନେଟ ରୁ ଇସ୍ତଫା ଦେଇଥିଲେ । ବ୍ରିଟେନ ର ଗୃହ ମନ୍ତ୍ରୀ ହେବା ପରେ ସେ ଟ୍ବିଟ କରି ନିଜ ଖୁୁୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top