Home ଆନ୍ତର୍ଜାତୀୟ ବ୍ରିଟେନ ର ଗୃହ ମନ୍ତ୍ରୀ ହେଲେ ପ୍ରିତୀ ପଟେଲ

ବ୍ରିଟେନ ର ଗୃହ ମନ୍ତ୍ରୀ ହେଲେ ପ୍ରିତୀ ପଟେଲ

170

ନୂଆଦିଲ୍ଲୀ,୨୫/୭(ଓଡ଼ିଆ ପୁଅ/ଫଙ୍କଜିନୀ ନାୟକ): ବ୍ରିଟେନ ର ନୂଆ ପ୍ରଧାନମନ୍ତ୍ରୀ ଵୋରିସ ଜନସନ ନିଜ କ୍ୟାବିନେଟ ରେ ଭାରତର ପ୍ରିତୀ ପଟେଲ ଙ୍କୁ ଗୃହ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ଓ ପାକିସ୍ତାନ ର ସାଜିଦ ଜାବିଙ୍କୁ ବିତ୍ତ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

ତେବେ ଏହା ପୂର୍ବରୁ ପ୍ରୀତି ଏକ ବିବାଦ ଘେରରେ ଛନ୍ଦି ହୋଇ ଟେରିଜାରେ କ୍ୟାବିନେଟ ରୁ ଇସ୍ତଫା ଦେଇଥିଲେ । ବ୍ରିଟେନ ର ଗୃହ ମନ୍ତ୍ରୀ ହେବା ପରେ ସେ ଟ୍ବିଟ କରି ନିଜ ଖୁୁୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.