Home ଓଡ଼ିଶା ବାଲିରେ ନୂଆଁଖାଇ ର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲିରେ ନୂଆଁଖାଇ ର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

88

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ବେଳାଭୂମିରେ ନୂଆଁଖାଇର ଶୁଭେଚ୍ଛା। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ଆଜି ପଶ୍ଚିମ ଓଡିଶାର ଭାଇଭଉଣୀ ଇଷ୍ଟ ଦେବୀଙ୍କୁ ନବାନ୍ନ ଅର୍ପଣ କରି ନୂଆ ଖାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.