ad
ଓଡ଼ିଶା

ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ୱାଟସ ଆପ୍ ପେ ଆପ୍

ନୂଆଦିଲ୍ଲୀ,୨୫/୭,ଓଡିଆପୁଅ,ପଙ୍କଜିନୀ ନାୟକ : ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ୱାଟସ ଆପ୍ ପେ ଆପ୍ । ଯାହା ଗୁଗୁଲ ପେକୁ ଟକ୍କର ଦେବ ବୋଲି କୁହାଯାଉଛି । ତେବେ ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ହ୍ୱାଟସ ଆପର ଗ୍ଲୋବାଲ ହେଡ ଓ ନୀତି ଆୟୋଗର ଚେୟାରମ୍ୟାନ ଅମିତାଭ କାନ୍ତ ଉପସ୍ଥିତ ରହି ଭାରତରେ ହ୍ୱାଟସ ଆର ପେ ର ଫୋକସ ଉପରେ ଆଲୋଚନା କରିଥିବା ସୂଚନା ମିଳିଛି ।

ତେବେ ବହୁତ ଜଲଦି ଏହା ଭାରତ ବଜାରରେ ପ୍ରବେଶ କରି ଲୋକଙ୍କୁ ସୁବିଧା ପ୍ରଦାନ କରିବା ବୋଲି ସୂଚନା ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top