Home ଓଡ଼ିଶା ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ୱାଟସ ଆପ୍ ପେ ଆପ୍

ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ୱାଟସ ଆପ୍ ପେ ଆପ୍

327

ନୂଆଦିଲ୍ଲୀ,୨୫/୭,ଓଡିଆପୁଅ,ପଙ୍କଜିନୀ ନାୟକ : ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ହ୍ୱାଟସ ଆପ୍ ପେ ଆପ୍ । ଯାହା ଗୁଗୁଲ ପେକୁ ଟକ୍କର ଦେବ ବୋଲି କୁହାଯାଉଛି । ତେବେ ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ହ୍ୱାଟସ ଆପର ଗ୍ଲୋବାଲ ହେଡ ଓ ନୀତି ଆୟୋଗର ଚେୟାରମ୍ୟାନ ଅମିତାଭ କାନ୍ତ ଉପସ୍ଥିତ ରହି ଭାରତରେ ହ୍ୱାଟସ ଆର ପେ ର ଫୋକସ ଉପରେ ଆଲୋଚନା କରିଥିବା ସୂଚନା ମିଳିଛି ।

ତେବେ ବହୁତ ଜଲଦି ଏହା ଭାରତ ବଜାରରେ ପ୍ରବେଶ କରି ଲୋକଙ୍କୁ ସୁବିଧା ପ୍ରଦାନ କରିବା ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.