Home ଓଡ଼ିଶା ସବୁ ଜିଲ୍ଲାରେ ହେବ ପୋକ୍ସୋ କୋର୍ଟ

ସବୁ ଜିଲ୍ଲାରେ ହେବ ପୋକ୍ସୋ କୋର୍ଟ

124

ନୂଆଦିଲ୍ଲୀ,୨୫ ।୭ (ଓଡିଆପୁଅ-ପଙ୍କଜିନୀ ନାୟକ) : ଏଣିକି ସବୁ ଜିଲ୍ଲାରେ ହେବ ପୋକ୍ସୋ କୋର୍ଟ । ଦେଶର ସବୁ ଜିଲ୍ଲାରେ ପୋକ୍ସୋ କୋର୍ଟ ଖୋଲିବା ପାଇଁ ପାଣ୍ଠି ଦିଅ ବୋଲି କେନ୍ଦ୍ର ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ୧୦୦ରୁ ଅଧିକ ପୋକ୍ସା ମାମଲା ବିଚାରଧୀନ ଥିଲେ ପୋକ୍ସା କୋର୍ଟ ଖୋଲିବ ବୋଲି କୁହାଯାଇଛି ।

ଶିଶୁ ଯୌନ ନିର୍ଯାତନା ମାମଲାର ବିଚାର କରିବେ ପୋକ୍ସୋ କୋର୍ଟ । ୬୦ ଦିନ ଭିତରେ ବିଚାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୪ ସପ୍ତାହରେ ନିର୍ଦ୍ଦେଶ ପାଳନର ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.