Home ଜିଲ୍ଲା ପରିକ୍ରମା ବଲାଙ୍ଗୀର ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ଆନ୍ଦୋଳନ

ବଲାଙ୍ଗୀର ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ଆନ୍ଦୋଳନ

36

ବଲାଙ୍ଗୀର ୩୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଚିତ୍ରଶିଳ୍ପୀମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ସିଧାସଳଖ କହିବାକୁ କଲେ ଚିତ୍ରଶିଳ୍ପୀଙ୍କ ଉପରେ କରୋନା ପ୍ରଭାବିତ କରିଛି, ତେଣୁ ବାଧ୍ୟ ହୋଇ ଚିତ୍ରଶିଳ୍ପୀମାନେ ରାଜ ରସ୍ତାକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଯୋଜନାରେ ରାସ୍ତା କଡରେ ବିଭିନ୍ନ ଚିତ୍ରଣ କରାଯାଉଛି। ବାହାର ଜିଲ୍ଲାର ଚିତ୍ରକାରମାନେ ଏହି କାର୍ଯ୍ୟ କରୁଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏତେ ସଂଖ୍ୟାକ ଚିତ୍ରକର ଥିଲେ ବି ସେମାନଙ୍କୁ କାମ ମିଳୁ ନାହିଁ। ଏହାକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଛି ଚିତ୍ରଶିଳ୍ପୀ ସଂଘ। ଏ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହ ନିଜ ଜିଲ୍ଲାର କଳାକାରଙ୍କୁ କାମ ଦେବା ପାଇଁ କରିଛନ୍ତି ଦାବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.