ad
ଓଡ଼ିଶା

ବଡ଼ ପରଦାରେ ‘ଜଜମେଣ୍ଟାଲ ହୈ କ୍ୟା’

ମୁମ୍ବାଇ,୨୬/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବଡ଼ ପରଦାରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ । ଏଥିରେ କଙ୍ଗନା ରଣାୱତ ଓ ରାଜକୁମାର ରାଙ୍କଓ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ପ୍ରକାଶ କୋମେଲାମୁଡି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ଷ୍ଟୋରି ରହିଛି ବୋଲି କୁହାଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top