Home ଓଡ଼ିଶା ପ୍ରତାପ ଷଢ଼ଙ୍ଗୀ ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ

ପ୍ରତାପ ଷଢ଼ଙ୍ଗୀ ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ

1646

ନୂଆଦିଲ୍ଲୀ ୩୦ା୫ (ଓଡିଆ ପୁଅ) ଆଜି ସଂନ୍ଧ୍ୟାରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତାପ ଷଢ଼ଙ୍ଗୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ପ୍ରତାପ ଷଢ଼ଙ୍ଗୀ ଶପଥ ଗ୍ରହଣ କରିଛନ୍ତି।

ମୋଦିଙ୍କ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ
୨ ଅମିତ ଶାହ
୩ ରାଜନାଥ ସିଂହ
୪ ନିତିନ ଗଡକରୀ
୫ ସଦାନନ୍ଦ ଗୌଡ଼ା
୬ ନିର୍ମଲା ସୀତାରମଣ
୭ ରାମବିଲାସ ପାସବାନ
୮ ନରେନ୍ଦ୍ର ସିଂହ ତୋମର
୯ ରବିଶଙ୍କର ପ୍ରସାଦ
୧୦ ହରସିମରତ କୌର ବାଦଲ
୧୧ ଏସ ଜୟଶଙ୍କର
୧୨ ରମେଶ ନିଶଙ୍କ ପୋଖରିଯାଲ
୧୩ ଥାବର ଚଂଦ ଗହଲୋତ
୧୪ ଅର୍ଜୁନ ମୁଂଡା
୧୫ ସ୍ମୃତି ଈରାନୀ
୧୬ ହର୍ଷବର୍ଧନ
୧୭ ପ୍ରକାଶ ଜାବଡ଼େକର
୧୮ ପୀୟୁଷ ଗୋୟଲ
୧୯ ଧର୍ମେନ୍ଦ୍ର ପ୍ରଧାନ
୨୦ ମୁଖ୍ତାର ଅବ୍ବାସ ନକବୀ
୨୧ ପ୍ରହଲାଦ ଜୋଶୀ
୨୨ ମହେନ୍ଦ୍ର ନାଥ ପାଣ୍ଡେ
୨୩ ଅରବିନ୍ଦ ସାବନ୍ତ
୨୪ ଗିରିରାଜ ସିଂହ
୨୫ ଗଜେନ୍ଦ୍ର ସିଂହ ଶେଖାବତ

ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର)

୨୬ ସନ୍ତୋଷ ଗଙ୍ଗୱାର
୨୭ ରାଓ ଇନ୍ଦ୍ରଜୀତ ସିଂହ
୨୮ ଶ୍ରୀପଦ ନାୟକ
୨୯ ଜିତେନ୍ଦ୍ର ସିଂହ
୩୦ କିରନ ରିଜିଜୂ
୩୧ ପ୍ରହଲାଦ ସିଂହ ପଟେଲ
୩୨ ଆରକେ ସିଂହ
୩୩ ହରଦୀପ ସିଂହ ପୁରୀ
୩୪ ମନସୁଖ ମଣ୍ଡାଭିୟା

ରାଜ୍ୟମନ୍ତ୍ରୀ

୩୫ ଫଗ୍ଗନ ସିଂହ କୁଲସ୍ତେ
୩୬ ଅଶ୍ଵିନୀ ଚୌବେ
୩୭ ଜନରଲ (ଅବସରପ୍ରାପ୍ତ) ବୀକେ ସିଂହ
୩୮ କିଶନ ପାଲ ଗୁର୍ଜର
୩୯ ଦାନବେ ରାବସାହେବ ଦାଦରାଓ
୪୦ ଜି କିଶନ ରେଡ୍ଡୀ
୪୧ ପୁରଷୋତ୍ତମ ରୂପାଲା
୪୨ ରାମଦାସ ଅଠାୱଲେ
୪୩ ସାଧ୍ଵୀ ନିରଞ୍ଜନ ଜ୍ୟୋତି
୪୪ ବାବୁଲ ସୁପ୍ରିୟୋ
୪୫ ସଂଜୀବ କୁମାର ବାଲ୍ୟାନ
୪୬ ଧୋତ୍ରେ ସଂଜୟ ଶାମରାବ
୪୭ ଅନୁରାଗ ସିଂହ ଠାକୁର
୪୮ ଅଂଗଦ ସୁରେଶ ଚନ୍ନବସପ୍ପା
୪୯ ନିତ୍ୟାନନ୍ଦ ରାୟ
୫୦ ବି ମୁରଲୀଧରନ
୫୧ ରେଣୁକା ସିଂହ ସରୁତା
୫୨ ସୋମ ପ୍ରକାଶ
୫୩ ରାମେଶ୍ଵର ତେଲୀ
୫୪ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୫ କୈଲାଶ ଚୌଧୁରୀ
୫୬ ଦେବୋଶ୍ରୀ ଚୌଧୁରୀ
ଶପଥ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.