Home Coronavirus Outbreak ପୁଣି ସୁସ୍ଥ ହେଲେ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ପୁଣି ସୁସ୍ଥ ହେଲେ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ସୁସ୍ଥ ହେଲେ

158

ଭୁବନେଶ୍ୱର ୨୭-୬ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୧୮୪ କରୋନା ଆକ୍ରାନ୍ତ।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ସୁସ୍ଥ ହେଲେ
୪୮ ଜଣ ଗଞ୍ଜାମ ଜିଲ୍ଲାରୁ
୪୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୩୧ ଜଣ ବାଲେଶ୍ୱର ଜିଲ୍ଲାରୁ
୧୨ ଜଣ ଗଜପତିଜିଲ୍ଲାରୁ
୧୦ ଜଣ ଭଦ୍ରକ ଜିଲ୍ଲାରୁ
୬ ଜଣ ଜଗତସିଂହପୁର ଜିଲ୍ଲାରୁ
୬ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୫ ଜଣ ଲେଖାଏଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏବଂ ପୁରୀ ଜିଲ୍ଲାରୁ
୪ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩ ଜଣ ଲେଖାଏଁ ବଲାଙ୍ଗୀର ଏବଂ କେନ୍ଦୁଝର ଜିଲ୍ଲାରୁ
୨ ଜଣ କଟକ ଜିଲ୍ଲାରୁ
ଜଣେ ଲେଖାଏଁ ଅନୁଗୁଳ, ଯାଜପୁର, କନ୍ଧମାଳ ଏହଂ ମୟୁରଭଞ୍ଜ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।
ତେବେ ମୋଟ ଆରୋଗ୍ୟ ହେଲେଣି ୪୬୦୬ ଜଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.