ad
ଓଡ଼ିଶା

ପୀରାଗଢ଼ୀରେ ବିଜୁଳି ବଲ୍ବ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା: ଦମକଳ ବିଭାଗର ୧୫ ଗାଡ଼ି ନିଆଁ ଲିଭାଇବାରେ ଲାଗିଛନ୍ତି

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ ଉପସ୍ଥାତ ରହି ନିଆଁ ଲିବାଇବାକୁ ଚେଷ୍ଟା କରୁଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top