Home ଓଡ଼ିଶା ପିନାକୀ ମିଶ୍ର ହେଲେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା

ପିନାକୀ ମିଶ୍ର ହେଲେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା

726

ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ) ଆଜି ପିନାକୀ ମିଶ୍ରଙ୍କୁ ବିଜୁ ଜନତା ଦଳର ଲୋକସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ମିଳିଛି। ଅଚ୍ୟୁତ ସାମନ୍ତ ବିଜୁ ଜନତା ଦଳର ମୁଖ୍ୟ ସଚେତକ ନିଯୁକ୍ତ ହୋଇଥିବା ବେଳେ ଅନୁଭବ ମହାନ୍ତି ହୋଇଛନ୍ତି ଉପମୁଖ୍ୟ ସଚେତକ। ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.