Home ଓଡ଼ିଶା ନୂତନ ମନ୍ତ୍ରୀମଣ୍ଡଳ : କେଉଁ ମନ୍ତ୍ରଣାଳୟ କାହାକୁ ମିଳିଲା ପୂରା ତାଲିକା

ନୂତନ ମନ୍ତ୍ରୀମଣ୍ଡଳ : କେଉଁ ମନ୍ତ୍ରଣାଳୟ କାହାକୁ ମିଳିଲା ପୂରା ତାଲିକା

1191

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ କେନ୍ଦ୍ର ମନ୍ତ୍ରୀ ପରିଷଦର ନିମ୍ନ ସଦସ୍ୟମାନଙ୍କୁ ବିଭାଗ ବଂଟନ ଲାଗି ଆଦେଶ ଦେଇଛନ୍ତି।

ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ;
ଆଣବିକ ଶକ୍ତି ବିଭାଗ;
ମହାକାଶ ବିଭାଗ; ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ
କ୍ୟାବିନେଟ ମନ୍ତ୍ରୀ
ଶ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀ ଅମିତ ଶାହ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ
ଶ୍ରୀ ନୀତିନ ଜୟରାମ ଗଡ଼କରୀ ସଡ଼କ ପରିବହନ ଏବଂ ରାଜପଥ; ଏବଂ ଲଘୁ,  କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ସାର ଏବଂ ରସାୟନ ମନ୍ତ୍ରୀ
ଶ୍ରୀମତୀ ନିର୍ମଳା ସୀତାରମଣ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ
ଶ୍ରୀ ରାମବିଳାସ ପାଶୱାନ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ
ଶ୍ରୀ ରବିଶଙ୍କର ପ୍ରସାଦ ଆଇନ ଏବଂ ନ୍ୟାୟ; ଯୋଗାଯୋଗ; ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ
ଶ୍ରୀମତୀ ହରସିମରତ୍ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ
୧୦ ଶ୍ରୀ ଥୱର ଚାନ୍ଦ ଗେହଲଟ୍ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
୧୧ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ
୧୨ ଶ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀ
୧୩ ଶ୍ରୀ ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର ମନ୍ତ୍ରୀ
୧୪ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ମହିଳା ଓ ଶିଶୁ କଲ୍ୟାଣ; ଏବଂ ବୟନ ଶିଳ୍ପ ମନ୍ତ୍ରୀ
୧୫ ଡକ୍ଟର ହର୍ଷ ବର୍ଦ୍ଧନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ; ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏବଂ ଭୂବିଜ୍ଞାନ ମନ୍ତ୍ରୀ
୧୬ ଶ୍ରୀ ପ୍ରକାଶ ଜାଭଡ଼େକର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ; ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ
୧୭ ଶ୍ରୀ ପୀୟୂଷ ଗୋଏଲ ରେଳବାଇ; ଏବଂ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ
୧୮ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ
୧୯ ଶ୍ରୀ ମୁଖ୍ତାର ଅବାସ ନକ୍ଭୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
୨୦ ଶ୍ରୀ ପ୍ରହ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର; ଏବଂ କୋଇଲା; ଏବଂ ଖଣି ମନ୍ତ୍ରୀ
୨୧ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ
୨୨ ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ
୨୩ ଶ୍ରୀ ଗିରିରାଜ ସିଂହ ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ
୨୪ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଜଳ ଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ ରାଓ ଇନ୍ଦରଜିତ ସିଂ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ଏବଂ ଯୋଜନା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀପଦ ଯଶୋ ନାୟକ ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥୀ (ଆୟୁଷ) (ସ୍ୱାଧୀନ ଦାୟିତ୍ୱ); ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ଡ. ଜିତେନ୍ଦ୍ର ସିଂ ଉତର-ପୂର୍ବାଂଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ; ଏବଂ ମହାକାଶ ବିଭାଗ ମନ୍ତ୍ରୀ
ଶ୍ରୀ କିରଣ ରିଜିଜୁ ଯୁବ ବ୍ୟାପାର ଏବଂ କ୍ରୀଡ଼ା (ସ୍ୱାଧୀନ ଦାୟିତ୍ୱ) ଏବଂ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ
ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ); ଏବଂ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଶ୍ରୀ ରାଜକୁମାର ସିଂ ଏକ୍ତି (ସ୍ୱାଧୀନ ଦାୟିତ୍ୱ), ନବୀନ ଏବଂ ଅକ୍ଷୟ ଶକ୍ତି (ସ୍ୱାଧୀନ ଦାୟିତ୍ୱ); ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ
ଶ୍ରୀ ହରଦୀପ ସିଂ ପୁରୀ ଆବାସ ଏବଂ ସହରାଂଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ); ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ); ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ ଜାହାଜ ଚଳାଚଳ (ସ୍ୱାଧୀନ ଦାୟିତ୍ୱ); ଏବଂ ସାର ଓ ରସାୟନ ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଫଗନ ସିଂ କୁଲସ୍ତେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଅଶ୍ୱିନୀ କୁମାର ଚୌବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର; ଏବଂ ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
ଜେନେରାଲ (ସେବାନିବୃତ) ଭି.କେ ସିଂ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ କ୍ରିଷନ ପାଲ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଦାନଭେ ରାଓସାହେବ ଦାଦାରାଓ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ଜି. କିଷନ ରେଡ୍ଡୀ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ପୁରୁଷୋତମ ରୂପାଲା କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
ଶ୍ରୀ ରାମଦାସ ଅଠାୱଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
୧୦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ
୧୧ ଶ୍ରୀ ବାବୁଲ ସୁପ୍ରିୟୋ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ
୧୨ ଶ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ
୧୩ ଶ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ ମାନବ ସମ୍ବଳ ବିକାଶ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା
୧୪ ଶ୍ରୀ ଅନୁରାଗ ସିଂହ ଠାକୁର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୫ ଶ୍ରୀ ଅଙ୍ଗାଦି ସୁରେଶ ଚାନ୍ନାବାସାପ୍ପା ରେଳ ରାଷ୍ଟ୍ରମନ୍ତ୍ରୀ
୧୬ ଶ୍ରୀ ନିତ୍ୟାନନ୍ଦ ରାୟ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୭ ଶ୍ରୀ ରତନ ଲାଲ କଟାରିଆ ଜଳ ଶକ୍ତି; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ
୧୮ ଶ୍ରୀ ଭି. ମୂରଲୀଧରନ ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୧୯ ଶ୍ରୀମତୀ ରେଣୁକା ସିଂ ସରୁତା ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୨୦ ଶ୍ରୀ ସୋମ ପ୍ରକାଶ ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ
୨୧ ଶ୍ରୀ ରାମେଶ୍ୱର ତେଲି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
୨୨ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ; ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ
୨୩ ଶ୍ରୀ କୈଳାସ ଚୌଧୁରୀ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୨୪ ସୁଶ୍ରୀ ଦେବଶ୍ରୀ ଚୌଧୁରୀ ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.