Home ଜିଲ୍ଲା ପରିକ୍ରମା ନାବାଳିକା ବଳାତ୍କାରୀକୁ କୋର୍ଟ ଚାଲାଣ

ନାବାଳିକା ବଳାତ୍କାରୀକୁ କୋର୍ଟ ଚାଲାଣ

162

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ନାୟକାଣୀଡିହି ଥାନା ପୁଲିସ୍ ଜନୈକା ନାବାଳିକା ବଳାତ୍କାରୀକୁ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦେବଦତ୍ତ ବେହେରାଙ୍କ ଘର ପୁରସ୍ତମପୁର ଗ୍ରାମରେ । ଏଠାରେ ସୂଚନାଯୋଗ୍ୟ ଦେବଦତ୍ତ ବୁଧୁବାର ଦିନ ସ୍ଥାନୀୟ ଗ୍ରାମର ଜନୈକା ନାବାଳିକା ଶୋଇଥିବାବେଳେ ତାକୁ ବଳତ୍କାର କରିଥିବା ନେଇ ତାର ମା’ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଉକ୍ତ ଘଟଣାରେ କେଶ୍ ନଂ ୬୭/୨୦ ମୂଳେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.