Home ଓଡ଼ିଶା ନନ୍ଦନକାନନକୁ ହରପିସ ଭୟ, ଗଲାଣି ୪ ହାତୀଙ୍କ ଜୀବନ

ନନ୍ଦନକାନନକୁ ହରପିସ ଭୟ, ଗଲାଣି ୪ ହାତୀଙ୍କ ଜୀବନ

119

ଭୁବନେଶ୍ୱର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ନନ୍ଦନକାନନରେ ଏବେ ହରପିସ୍‌ ଆତଙ୍କ । ଭାଇରସ୍‌ ହରପିସ୍‌ ଆତଙ୍କରେ ଆତଙ୍କିତ ନନ୍ଦନକାନନ କର୍ତ୍ତୃପକ୍ଷ । ସ୍ୱଳ୍ପ ସମୟ ବ୍ୟବଧାନରେ ଏହି ହରପିସ୍‌ ଭାଇରସ୍‌ କାରଣରୁ ନନ୍ଦନକାନନରୁ ୪ ହାତୀଙ୍କ ଜୀବନ ଚାଲିଗଲାଣି । ଏବେ ନନ୍ଦନକାନନରେ ଆଉ ମାତ୍ର ୪ଟି ହାତୀ ରହିଛନ୍ତି । ସେମାନଙ୍କ ପାଇଁ ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ବହୁତ ଶୀଘ୍ର ଏହାର ସମାଧାନ ର ବାଟ ବାହାର କରାନଗଲେ ଏ ହାତୀଙ୍କ ମଧ୍ୟ ଜୀବନ ଯିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.