Home ଅପରାଧ ଜଙ୍ଗଲ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଜଙ୍ଗଲ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

1760

କଳାହାଣ୍ଡି,୨୩/୦୮,(ଓଡ଼ିଆ ପୁଅ ପି ନାଏକ): ଥମୁନି ଲଜ୍ଜା । ଜଙ୍ଗଲ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଏନ୍‌ଏଚ୍‌ ୨୬ ଜାରିଙ୍ଗ ଜଙ୍ଗଲ ନିକଟରେ । ଜଣେ ଯୁବତୀଙ୍କୁ ଚାରିରୁ ପାଞ୍ଚ ଜଣ ଯୁବକ ଛୁରି ଦେଖାଇ ଗଣ ଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏହାସହ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ପୋଲିସ୍‌ କିନ୍ତୁ ନିଜ ଆଡ଼ୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.